spot_img

ଯାଜପୁରରେ କେନ୍ଦ୍ରୀୟ ଟିମ୍ –ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି କଲେ ଅନୁଧ୍ୟାନ..

ବୁଧବାର କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଟିମ୍‌ର ସଦସ୍ୟ ବନ୍ୟା ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି ।ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ  କେନ୍ଦ୍ରୀୟ ଟିମ୍ ଧର୍ମଶାଳା ବ୍ଲକର ଖଣ୍ଡାଷଲଙ୍କା ବାଲିକୁଦା ଗସ୍ତ କରି ଫେରିଯାଇଛନ୍ତି। ଆସନ୍ତାକାଲି ଦଶରଥପୁର ଏବଂ ବରୀ ବ୍ଲକ ଗସ୍ତ କରି ବନ୍ୟା କ୍ଷୟକ୍ଷତି ଆକଳନ କରିବ ଟିମ୍।  ଏହି ଗସ୍ତ ସମୟରେ ଯାଜପୁର ଏଡିଏମ୍,ଧର୍ମଶାଳା ତହସିଲଦାର ଓ ବିଡ଼ିଓ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular