ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ‘ସାଥ୍ ନିଭାନା ସାଥିୟା’ର ସିଜନ ୨ ଖୁବ୍ ଶୀଘ୍ର ଆସିବ । ଏହାର କିଛି ପ୍ରମୋ ମଧ୍ୟ ସୁଟିଂ ସରିଛି । ଏହି ସିଜନରେ ଗୋପୀ ବହୁଙ୍କ ସମେତ କିଛି ପୁରୁଣା କଳାକାର ମଧ୍ୟ ଯୋଡ଼ି ହେବେ । ଗୋପୀ ବହୁଙ୍କ ସହ ଅହମଙ୍କ ଯୋଡ଼ି ମଧ୍ୟ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବେ । କୋକିଲା ବେନ୍ ଭୂମିକାରେ ଥିବା ରୂପଲ ପଟେଲ ବର୍ତ୍ତମାନ ‘ୟେ ରିସ୍ତେ ହେଁ ପ୍ୟାର କେ’ ରେ ମିନାକ୍ଷୀ ଚରିତ୍ରରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0