spot_img

ପୁଣି ଶବକୁ ଅସମ୍ମାନ, ଗାଁ ଦାଣ୍ଡରେ ରାତିସାରା ପଡିରହିଲା ମୃତଦେହ

ନୟାଗଡ଼ () ପୁଣି ଥରେ ମୃତଦେହକୁ ଅସମ୍ମାନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ନୟାଗଡ ଜିଲ୍ଲା ଶରଣକୂଳ ଥାନା ପାଣିଭଣ୍ଡାର ଗାଁରେ   । ସୂଚନାଯୋଗ୍ୟ ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ବିବାଦ କାରଣରୁ ରାତି ସାରା ଗାଁ ଦାଣ୍ଡରେ ପଡିରହିଲା ମୃତଦେହ । ସକାଳେ ପୋଲିସ୍ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସକାଳେ ମୃତଦେହ ଶତ୍କାର ପାଇଁ ପରିବାର ଲୋକେ  ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular