spot_img

ସିଏସକେ ଜାଡେଜାଙ୍କୁ ଦେଲା ସୁନାର ଖଣ୍ଡା

ୟୁଏଇ: ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ତା’ର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି । ଦଳ ତାଙ୍କୁ ଏକ ସୁନାର ଖଣ୍ଡା ଉପହାର ଦେଇଛି । କ୍ରିକେଟ ଗ୍ରାଉଣ୍ଡରେ ରବୀନ୍ଦ୍ର ଜାଡେଜା ନିଜର ଖଣ୍ଡାଚାଳନା ପାଇଁ ପ୍ରସିଦ୍ଧ । ପଡ଼ିଆରେ ସେ ଯେବେ ଶତକ କିମ୍ବା ଅର୍ଦ୍ଧଶତକ ହାସଲ କରନ୍ତି, ସେତେବେଳେ ସେ ବ୍ୟାଟକୁ ଖଣ୍ଡା ଚଳାଇବା ଅନ୍ଦାଜରେ ଘୁରାଇଥାଆନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ଏକ ଆୱାର୍ଡ ସମାରୋହରେ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଏକ ସୁନାର ଟୋପି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ସୁନାର ଖଣ୍ଡା ଉପହାର ଦେଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular