ଆମେରିକା () ଆମେରିକାର ଓସ୍କାର ବିଜେତା ଫିଲ୍ମ ଫରେଷ୍ଟ ଗମ୍ପର ଲେଖକ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ ହୋଇଛି। ୭୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ୧୯୯୪ମସିହାରେ ଓ୍ବିନଷ୍ଟନ୍ ଗୃମଙ୍କ ଉପନ୍ୟାସ ଫରେଷ୍ଟ ଗମ୍ପ ଉପରେ ଫିଲ୍ମ ହୋଇଥିଲା। ଏହି ଫିଳ୍ମରେ ଟମ୍ ହ୍ୟାଙ୍କସ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ଫରେଷ୍ଟ ଗମ୍ପ ୬ଟି ଓସ୍କାର ପୁରସ୍କାର ଜିତିଥିଲା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0