spot_img

ଜଳଖିଆ ଦୋକାନ ଆଡକୁ ମାଡିଗଲା କାର୍

ଭଦ୍ରକ  () ସାଙ୍ଗ କାର ନେଇ ଗାଁକୁ ଆସି ଚଳାଇବା ଶିଖୁଥିଲେ ଯୁବକ । କିନ୍ତୁ ଶିଖିବା ଭିତରେ ଜଳଖିଆ ଦୋକାନକୁ ଧକ୍କା ଦେଇ ଦୋକାନ ଭିତରେ ପସିଗଲା କାର। କାରଟି ଦୋକାନ ଭିତରେ ପସିଯିବା ସମୟରେ ଦୋକାନରେ ଥିବା ଯୁବକ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ବଜାରରେ । ତେବେ କାର ଡ୍ରାଇଭିଂ ଶିଖୁଥିବା ଯୁବକ ଜଣକ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular