spot_img

ଜରିମାନା ସହ କଙ୍ଗନାଙ୍କ ଆବେଦନ ଖାରଜ କରାଯାଉ: ବିଏମସି

ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ଘଟଣାକୁ ନେଇ ମୁମ୍ବାଇ ବିଏମସିଠାରୁ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରାଣାୱତ । କିଛିଦିନ ପୂର୍ବେ ବିଏମସି ତାଙ୍କ କାର୍ଯ୍ୟଳୟ ଭାଙ୍ଗିଥିବା ନେଇ ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବିଏମସିର କହିବା ମୁତାବକ କଙ୍ଗନାଙ୍କ ଆବେଦନ ଆଇନଗତ ପ୍ରକିୟାର ଅପବ୍ୟବହାର । ତାଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ଉପରେ ଜରିମାନା ଲଗାଇବାକୁ ବିଏମସି କୋର୍ଟକୁ ଅନୁରୋଧ କରିଛି । ମୁମ୍ବାଇକୁ ପିଓକେ କହି ବିବାଦରେ ଫସିଥିବା କଙ୍ଗନାଙ୍କୁ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଖୁବ୍ ନିନ୍ଦା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular