ମାତ୍ର ୩ ହଜାର ୫ ଶହ ଟଙ୍କାରେ ଅଷ୍ଟମ ଶ୍ରେଣୀଙ୍କ ପିଲାଙ୍କୁ ମିଳୁଛି ଲାପଟପ୍ ? ଏମିତି ଖବର ପ୍ରଚାରିତ ହେବା ପରେ ଘଟଣାର ସତାସତ୍ୟକୁ ନେଇ ଜୋରସୋରରେ ଚର୍ଚ୍ଚ ଚାଲିଲା । ତେବେ କିଛି ଦିନ ହେବ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ଯେ ଅନଲାଇନ କ୍ଲାସ ପାଇଁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ମାତ୍ର ୩,୫୦୦ ଟଙ୍କାରେ ଲାପଟପ ଯୋଗାଇବ । ତେବେ ଏହି ଖବରକୁ ପିଆଇବି ମିଥ୍ୟା ବୋଲି ଦାବି କରିଛି ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0