ମାଲକାନଗିରି: ଜଙ୍ଗଲରେ ରହିବା ପରିବର୍ତ୍ତେ ସହର ମୁଖା ହେଉଛି ଭାଲୁ । ଯାହା ସିସିଟିଭି ଫୁଟେଜରୁ କଏଦ ହୋଇଛି ଏଭଳି ଏକ ଦୃଶ୍ୟ । ମାଲକାନଗିରି ସହରର ଜିଏନେମ କଲେଜ ନିକଟରେ ଭାଲୁ ଭିତରକୁୁ ପଶି ଆସିଥିବାର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ଏନେଇ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଭାଲୁ କାହାର କିଛି କ୍ଷତି ଘଟାଇ ନାହିଁ ଏବଂ ତାକୁ ଧରିବା ପାଇଁ ଯନ୍ତା ବସାଇବେ ବୋଲି କହିଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0