spot_img

ଓଡ଼ିଆ ଫିଲ୍ମକୁ ଅପମାନ

ଓଡିଆ ଫିଲ୍ଲୀକୁ ଅପମାନ କରାଯାଇଥିବା ଅଭିଯୋଗ । ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଆମାଜାନ ପ୍ରାଇମ ଭିଡିଓ ଇଣ୍ତିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି । ଓଡିଆ ଫିଲ୍ଲୀ କ୍ଷଣିକା ଦ ଲଷ୍ଟ ଆଇଡିଆ । ରିଲିଜିର ମାତ୍ର ଦୁଇଦିନ ପରେ ଏହାକୁ ହଟାଇ ଦିଆଯାଇଥିବାରୁ ଓଡିଆ ସିନେ ପ୍ରେମୀଙ୍କ ମଧ୍ୟରେ ତ୍ରିବ ଅସନ୍ତୋଷ ଦେଖିବାକୁ ନଜର ମିଳିଛି । ଫିଲ୍ମର ଓଡ଼ିଆ ଟାଇଟେଲ ଯୋଗୁଁ ଏହାକୁ ହଟା ଯାଇଥିବା ସଫେଇ ଦେଇଛନ୍ତି ଆମାଜନ କର୍ତୃପକ୍ଷ । ଫିଲ୍ମର ନିର୍ଦ୍ଦେଶକ, ଅମର୍ତ୍ୟ ଭଟ୍ଟାଚାର୍ୟ୍ୟ ଇ-ମେଲ ଯୋଗେ ଆମାଜନ ସହ ଯୋଗାଯୋଗ କରିଥିଲେ । ସଂସ୍ଥା ଏବେ କେବଳ ୯ଟି ଭାରତୀୟ ଭାଷାର ଚଳଚିତ୍ରକୁ ପ୍ଲାଟଫର୍ମରେ ସ୍ଥାନ ଦେଉଥିବା ଆମାଜନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular