ଭୁବନେଶ୍ବର: ରାଜ୍ୟ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଅରୁଣ କୁମାର ରାୟ ହେଲେ ଯୋଗାଯୋଗ ଅତିରିକ୍ତ ଡିଜିପି । ସେହିପରି ଲଳିତ ଦାସ ହେଲେ ପୋଲିସ ମୁଖ୍ୟାଳୟ ଅତିରିକ୍ତ ଡିଜିପି, ଯଶବନ୍ତ ଜେଠୱା- ଆଇନଶୃଙ୍ଖଳା ଏଡ଼ିଜି, ବିନୟତୋଷ ମିଶ୍ର- କ୍ରାଇମବ୍ରାଞ୍ଚ ରେକର୍ଡ଼ସ ବ୍ୟୁରୋ ନିର୍ଦ୍ଦେଶକ, ସଞ୍ଜୟ କୁମାର ସିଂହ ହେଲେ ଆଧୁନିକୀକରଣ ଆଇଜି, ରେଖା ଲୋହାନୀ ହେଲେ ଅତିରିକ୍ତ ପୋଲିସ କମିଶନର, ରିତୁ ଆରୋରା ହେଲେ ଗୃହ ବିଭାଗର ଓଏସଡ଼ି, ରାଜେଶ କୁମାର ହେଲେ ଫୋରେନସିକ ଲାବୋରେଟୋରିର ଆଇଜି , ଢ଼େଙ୍କାନାଳ ଏସପି ଅନୁପମା ଜେଏମସିଙ୍କୁ ଏସପି ଭିଜିଲାନ୍ସ ଦାୟିତ୍ୱ ଦିଆଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0