spot_img

ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତିରୁ ବହିଷ୍କାର ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା

କୋରାପୁଟ: ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ବାତିଲ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା । କୋରାପୁଟ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନେକ କରୋନା ସଂକ୍ରମିତ କୋଭିଡ୍ କେୟାର କେନ୍ଦ୍ରର ଆବଶ୍ୟକତା ମଧ୍ୟ ଅନୁଭବ କରୁଛନ୍ତି । କୋରାପୁଟ ଜିଲ୍ଲାର ୧୪ ଗୋଟି ବ୍ଲକରେ ୨୪୦ ପଞ୍ଚାୟତରେ ରାଜ୍ୟ ସରକାର କୋଭିଡ କେୟାର କେନ୍ଦ୍ର ଖୋଲିଥିଲେ । ଏହି କେନ୍ଦ୍ର ଗୁଡିକରେ ୨୨୦ ଜଣ ଇଘଗ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ , ସେମାନଙ୍କୁ ନିଯୁକ୍ତିରୁ ବିହିଷ୍କାର କରିଛନ୍ତି ରାଜ୍ୟ ସରକାର । ଆଜି କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଇଘଗ ସ୍ୱାସ୍ଥ୍ୟକର୍ମୀମାନେ ଜିଲ୍ଲାପ୍ରଶାସନ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular