spot_img

ବ୍ୟାଙ୍କ ସାମ୍ନାରୁ ଲୁଟ୍

କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଡିସିବି ବ୍ୟାଙ୍କ ସମ୍ମୁଖରେ ୨ଲକ୍ଷ ୩୦ ହଜାର ଟଙ୍କ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଯଯାତି ବେହେରା ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଆସିଥିବାବେଳେ କାରରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସେ କାରରେ ୧୦ଲକ୍ଷ ଟଙ୍କା ନେଇ ଆସିଥିବା ଆସିଥିଲେ । ସେଥିରୁ ୨ଲକ୍ଷ ୩୦ହଜାର ଟଙ୍କା କାରରେ ତାଙ୍କ ଭାଇଙ୍କ ପାଖରେ ଛାଡି ବାକି ଟଙ୍କା ବ୍ୟାଙ୍କ ରେ ଡିପୋଜିଟ କରିବାକୁ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular