ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭୋଡାଫୋନ୍ ୨୦,୦୦୦ କୋଟି ଟିକସ ବିବାଦ ମାମଲାରେ ଭାରତ ସରକାରଙ୍କ ହରାଇ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା କେସ୍ ଜିତି ନେଇଛି । ସିଙ୍ଗାପୁରର ଏକ ଅନ୍ତର୍ଜାତୀୟ କୋର୍ଟରେ ୧୨,୦୦୦ କୋଟି ଟଙ୍କା ବକେୟା ଓ ୭୯୦୦ କୋଟି ଜରିମାନାର ଏକ କେସ୍ ଭୋଡାଫୋନ୍ ଜିତି ନେଇଛି । ୨୦୧୬ ମସିହାରେ ଭାରତ ସରକାରଙ୍କ ବିପକ୍ଷରେ ସିଙ୍ଗାପୁରର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ସେଣ୍ଟର ବା’ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା ଅଧିକରଣଙ୍କ ପାଖରେ ଆବେଦନ କରିଥିଲା । ଏହି ବିବାଦ ଲାଇସେନ୍ସ ଫିସ୍ ଓ ଏୟାରୱେଭ ବ୍ୟବହାର ଦ୍ୱାରା ରେଟ୍ରୋଆକ୍ଟିଭ୍ ଟ୍ୟାକ୍ସ ଦାବିକୁ ନେଇ ଆରମ୍ଭ ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0