spot_img

କରଞ୍ଜିଆ ସହର ତିନିଦିନ ଶଟଡାଉନ

ମୟୁରଭଞ୍ଜ : କରଞ୍ଜିଆ ସହରକୁ ତିନିଦିନ ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କଲା ବ୍ୟବସାୟୀ ସଙ୍ଘ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦିନକୁଦିନ କରୋନା ମହାମାରୀ ଦ୍ରୁତ ଗତିରେ ମାଡିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି କରଞ୍ଜିଆ ବଣିକ ସଙ୍ଘ ଏବଂ କରଞ୍ଜିଆ ବାସୀଙ୍କ ତରଫରୁ ତିନିଦିନ ୨୮,୨୯,୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ମାଇକ ଯୋଗେ ଘେଷଣା କରାଯାଇଛି । ଆସନ୍ତା ୧ ତାରିଖ ସକାଳ ୬ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ଦୁଗ୍ଧ କେନ୍ଦ୍ର, ଦୋକାନ ଉପରେ କଟକଣା ଉଠାଇ ଦିଆଯାଇଛି, କରଞ୍ଜିଆ ସହରରେ ଅନେକ କରୋନା ପଜିଟିଭି ବାହାରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular