spot_img

ସର୍ଜିକାଲ ଷ୍ଟ୍ରାଇକକୁ ପୁରିଲା ୪ବର୍ଷ . ପାଳନ ହେଉଛି ସର୍ଜିକାଲ ଷ୍ଟ୍ରାଇକର ଚତୁର୍ଥ ବାର୍ଷିକ ଉତ୍ସବ..

ସୋମବାର ଦିନ ସରକାର ସର୍ଜିକାଲ ଷ୍ଟ୍ରାଇକର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି । ୨୦୧୬ ସେପ୍ଟେମ୍ବର ମାସରେ ଜାମ୍ମୁ କାଶ୍ମିରୀ ଉରିରେ ଏକ ସେନି ଶିବିରି ରେ ହୋଇଥିବା ଆତଙ୍କବାଦୀ ମାମାଲାରେ ପ୍ରତିକ୍ରିୟାରେ ଆତଙ୍କବାଦୀ ବିରୋଧରେ ଭାରତୀୟ ବାୟୁସେନା ଆଜିର ଦିନରେ ଅର୍ଥତ ସେପ୍ଟେମ୍ବର ୨୮ ତାରିଖରେ ହମଲା କରିଥିଲା । ରବିବାର ଦିନ ମନ କି ବାତ୍ କାର୍ଯକ୍ରମରେ ମୋଦି ଦେଶକୁ ହମଲା ସର୍ମ୍ଫକରେ ମନେପକାଇଥିଲେ । ସେ କହିଥିଲେ ୪ବର୍ଷ ପୁର୍ବରୁ ଦେଶର ସେନା ସର୍ଜିକାଲ ଷ୍ଟ୍ରାଇକ ସମୟରେ ନିଜର ବାହାଦୁରୀ ଓ ପରାକ୍ରମ ସର୍ମ୍ଫକରେ ସାରା ଦେଶ ଦେଖିଥିଲା । ଭାରତୀୟ ସେନାର ଲକ୍ଷ୍ୟ ବାସ ଗୋଟିଏ ହିଁ ଥିଲା ।ଭାରତ ମାତାର ସମ୍ମାନ ରକ୍ଷା କରିବା । ନିଜ ଜୀବନକୁ ବାଜି ଲଗାଇ ସର୍ଜିକାଲ ଷ୍ଟ୍ରାଇକ କରି ସେନା ବିଜୟୀ ହୋଇ ଦେଶକୁ ଫେରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular