ସମ୍ୱଲପୁର: ହୀରାକୁଦରେ ବନ୍ଦ ହେଲା ଆଉ ୨ଟି ଗେଟ । ଗୋଟିଏ ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ଜଳ ଭଣ୍ତାର ଜଳ ପ୍ରଵେଶ କମୁଥିବାରୁ ପର୍ଯ୍ୟାୟ କ୍ରମେ ଗେଟ ଗୁଡିକ ବନ୍ଦ ହେଉଛି । ଜଳ ଭଣ୍ତାରର ଜଳସ୍ତର ସେକେଣ୍ତ ପ୍ରତି ୬୭ ହଜାର ୯୩୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଗୋଟିଏ ଗେଟ ଯୋଗେ ୨୦ ହଜାରରୁ ଅଧିକ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ଷା କମିଥିବା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମ ରହିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0