spot_img

ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ପିସ୍ତଲ ଦେଖାଇ ଲୁଟ

ଭୁବନେଶ୍ୱର: ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଅପ ଇଣ୍ଡିଆ ଶାଖାରୁ ଦିନ ଦ୍ୱିପହରରେ ଲୁଟ ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିନେଇଛନ୍ତି ୧୦ ଲକ୍ଷ ଟଙ୍କା । ଦିନ ସମୟରେ ୨ଜଣ ଦୁବୃର୍ତ୍ତ ବ୍ୟାଙ୍କ ଭିତରେ ପଶିଥିଲେ । ସେମାନେ କ୍ୟାସିଅର ପାଖରେ ପହଞ୍ଚି ପିସ୍ତଲ ଦେଖାଇଥିଲେ । ଏବଂ ତାଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ନେଇ ଛୁ ହୋଇଯାଇଥିଲେ । ଖବର ପାଇ ମଞ୍ଚେଶ୍ୱର ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular