କୋରାପୁଟ : ଚାଷୀଙ୍କୁ ଠକିଦେଲା କମ୍ପାନୀ । ଅଧିକ ଅମଳ ହେବାର ଆଶା ଦେଖାଇ ଦେଇଗଲେ ନକଲି ବିହନ । ନେଇଗଲେ ମୋଟା ଅଙ୍କର ଟଙ୍କା । ହଜାର ହଜାର ଧାନ ଜମିରେ ଫସଲ ପାଚିସାରିଛି । ଅଧା ଧାନ କଞ୍ଚା ରହିଥିବା ବେଳେ ଅଧା ଧାନ ଗଛରେ କେଣ୍ଡା ବାହାରିଛି ।
ଚାଷୀ ଯେତିକି ଧାନ ଅମଳ କରିବାକୁ ପ୍ରତିଶ୍ରୁତି ପାଇଥିଲା ସେହି ଅନୁସାରେ ଧାନ ଅମଳ ହୋଇନଥିବାରୁ ଚାଷୀର ଚିନ୍ତା ବଢିଯାଇଛି । ୨ ହଜାର ଏକରରୁ ଅଧିକ ଜମିରେ ଏଭଳି ଅବସ୍ଥା ଦେଖାଦେଇଛି । ଚିନ୍ତାରେ ଅଛନ୍ତି ଚାଷୀ । କେରାପୁଟ ଜୟପୁର ବ୍ଲକରେ ଭଳି ପରିସ୍ଥିତି ଦେଖାଦେଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0