କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରାଘାତ ପାଇଁ ଏକ ୧୬ ବର୍ଷ ପିଲାର ଜୀବନ ଚାଲିଗଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କୁହୁଡି ପଞ୍ଚାୟତ ଜରିପଡା ଗ୍ରାମରେ । ସୂଚନାକ୍ରମେ, ଚନ୍ଦ୍ର ସାରଥି ବିଲରୁ ଗାଈ ଆଣିବା ସମୟରେ ଜୋରରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚନ୍ଦ୍ର ସାରଥିଙ୍କ ବୟସ ୧୬ ବର୍ଷ ବୋଲି ଅନୁମାନ କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0