ଦୁବାଇ: କୋଭିଡ଼ ସଙ୍କଟ ସମୟରେ ଆରମ୍ଭ ହୋଇଥିବା ଆଇପିଏଲର ଆଜି ଏକାଦଶ ଦିନ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦଙ୍କ ମଧ୍ୟରେ ଆଜି କଡ଼ା ଟକ୍କର ଚାଲିଛି । ଅନ୍ୟପଟେ ଅଧିନାୟକ ହିସାବରେ ଡ଼େଭିଡ଼ ୱାର୍ନର ଆଜି ତାଙ୍କର ୫୦ତମ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି ।
Congratulations to @davidwarner31!
This is the 50th time he is leading an IPL side! #Dream11IPL #DCvSRH pic.twitter.com/SWg2YL43GA
— IndianPremierLeague (@IPL) September 29, 2020
ସନରାଇଜର୍ସ ହାଇଦ୍ରାବାଦ ଦଳ ଚମକ୍ରାର ପ୍ରଦର୍ଶନ କରିଆସୁଛି । ତେବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି ଆଜି ଦିଲ୍ଲୀ କ୍ୟାପିଟାଲ୍ସ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0