spot_img

ଟ୍ରଲର ବାଇକ ଧକ୍କା, ଜଣେ ମୃତ

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ନିକଟରେ ଟ୍ରଲର ମାଡି ଯିବାରୁ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ । ମୃତକ ହେଲେ ହୃଷୀନାଥ ମହାନ୍ତ । ସେ ନିଜଘରୁ ଯୋଡାପୋଖରୀ ଠାରୁ ବିଳେଇପଦା ପ୍ଲାଣ୍ଟକୁ କାମ କରିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ସାମ୍ନା ପଟରୁ ଆସୁଥିବା ଏକ ଟ୍ରଲର ବାଇକ ଟିକୁ ଧକ୍କା ଦେଇ ମାଡି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular