ନୂଆଦିଲ୍ଲୀ: ନନ୍ଦନକାନନରେ କାର୍ୟ୍ୟରତ ପ୍ରାଣୀବିଜ୍ଞାନୀ ଡ.ରାଜେଶ କୁମାର ମହାପାତ୍ରଙ୍କୁ ‘ପ୍ରାଣୀମିତ୍ର’ ସମ୍ମାନରେ ସମ୍ମାନୀତ । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ପୁରସ୍କୃତ କରିଛନ୍ତି।ଭର୍ଚୁଆଲ କାର୍ୟ୍ୟକ୍ରମ ରେ ରାଜେଶ ମହାପାତ୍ରଙ୍କୁ ପ୍ରାଣୀବିଜ୍ଞାନୀ ଓ ଶିକ୍ଷାବିତ ବିଭାଗରେ ‘ପ୍ରାଣୀମିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୨ରୁ ରାଜେଶ ମହାପାତ୍ର ନନ୍ଦନକାନନରେ ପ୍ରାଣୀବିଜ୍ଞାନୀ ରୂପେ କାର୍ୟ୍ୟ କରି ଆସୁଛନ୍ତି। ୪ଟି ବିଭାଗରେ ‘ପ୍ରାଣୀମିତ୍ର’ ପୁରସ୍କା ପ୍ରଦାନ କରଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର । ଚିଡ଼ିଆଖାନା ରକ୍ଷଣାବେକ୍ଷଣରେ ନିଜର ଅବଦାନ ପାଇଂ ସେମାନଙ୍କୁ ଏହି ପୁରସ୍କା ପାଇଂ ମନୋନିତ ହୋଇଛନ୍ତି ।ସମ୍ମାନିତ ପ୍ରାଣୀବିଜ୍ଞାନୀ ଓ ଅଧିକାରୀଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରଶଂସା କରିଛ



Visitors Today : 5
Total Visitors : 130174
Total Views : 9891621
Visitors Online Now : 0