ଭୁବନେଶ୍ୱର : ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଓ ରାଜ୍ୟରେ ମହିଳା, କ୍ଷୁଦ୍ର, ମଧ୍ୟମ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ପୋଷଣୀୟ କୃଷି ପାଇଁ ଜାତୀୟ ମିଶନ ଅଧୀନରେ ୭.୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟରେ ମହିଳା, କ୍ଷୁଦ୍ର, ମଧ୍ୟମ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ ଜାତୀୟ ମିଶନ ଅଧୀନରେ ୭.୭୫ କୋଟି ଟଙ୍କା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଜୀ ଓ କେନ୍ଦ୍ର କୃଷି ମନ୍ତ୍ରୀ @nstomar ଙ୍କୁ ଧନ୍ୟବାଦ । pic.twitter.com/M4n4BfQazI
— Dharmendra Pradhan (@dpradhanbjp) October 6, 2020



Visitors Today : 5
Total Visitors : 130180
Total Views : 9891630
Visitors Online Now : 0