spot_img

କୃଷକ ସଶକ୍ତିକରଣ ପାଇଁ ଓଡ଼ିଶାକୁ ୭.୭୫ କୋଟି ଟଙ୍କା ପ୍ରଦାନ କରିଛି କେନ୍ଦ୍ର

ଭୁବନେଶ୍ୱର : ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଓ ରାଜ୍ୟରେ ମହିଳା, କ୍ଷୁଦ୍ର, ମଧ୍ୟମ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ପୋଷଣୀୟ କୃଷି ପାଇଁ ଜାତୀୟ ମିଶନ ଅଧୀନରେ ୭.୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular