କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ସ୍ତ୍ରୀର ଆକ୍ରମଣରେ ସ୍ବାମୀ ମୃତ ।ଘରୋଇ କଳହକୁ ନେଇ ଜଘନ୍ୟକାଣ୍ଡ । ମୃତକ ହେଲେ ଦୁଷ୍ମନ୍ତ ସାହୁ। ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି । ହତ୍ୟାକାରୀ ସ୍ତ୍ରୀକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

Visitors Today : 5
Total Visitors : 130174
Total Views : 9891621
Visitors Online Now : 0