spot_img

ସ୍ତ୍ରୀର ଆକ୍ରମଣରେ ସ୍ବାମୀ ମୃତ

କାମାକ୍ଷାନଗର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ସ୍ତ୍ରୀର ଆକ୍ରମଣରେ ସ୍ବାମୀ ମୃତ ।ଘରୋଇ କଳହକୁ ନେଇ ଜଘନ୍ୟକାଣ୍ଡ । ମୃତକ ହେଲେ ଦୁଷ୍ମନ୍ତ ସାହୁ। ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି । ହତ୍ୟାକାରୀ ସ୍ତ୍ରୀକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular