ଚାନ୍ଦବାଲି : ଚାନ୍ଦବାଲି ସମବାୟ ବ୍ୟାଙ୍କ ଆଗରେ ଯୁବକଙ୍କ ଦବଙ୍ଗଗିରି । ବୀମା ଟଙ୍କା ଆସିଥିବାରୁ ଚାଷୀମାନଙ୍କଠ ୁଧାଡିରେ ଠିଆ ହେବା ପାଇଁ ଜୋରଜବରଦସ୍ତ ନେଉଥିଲା ଟଙ୍କା । ଖବର ପାଇ ଉଠାଇନେଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଚାନ୍ଦବାଲି ସମବାୟ ବ୍ୟାଙ୍କ ଅଧୀନରେ ୧୯ଟି ସେବା ସମବାୟ ସମିତି ରହିଛି । ବିମାଧାରୀ ଚାଷୀମାନଙ୍କର ବୀମା ଟଙ୍କା ଆସିଥିବାରୁ ଚାଷୀମାନଙ୍କର ଭିଡ ଲାଗିଛି । ଯେଉଁ ବୀମାଧାରୀ ଚାଷୀ ଆଗେ ଆସିବେ ସେ ଆଗେ ଟଙ୍କା ଉଠାଣ କରିପାରିବେ । ତେଣୁ ଚାଷୀମାନଙ୍କୁ ରାତିରୁ ଆସି ଧାଡିରେ ଠିଆ ହେବାକୁ ପଡୁଛି । ଏହାର ଫାଇଦା ଉଠାଉଥିବା ଏହି ଦବଙ୍ଗ ଯୁବକ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0