spot_img

ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ହାତୀଙ୍କ ଆତଙ୍କ

ଖୋର୍ଦ୍ଧା : ଜଙ୍ଗଲ ବ୍ୟାପକ ଭାବେ ନଷ୍ଟ ହେଉଥିବା ବେଳେ ଜଙ୍ଗଲୀ ଜୀବ ଏବେ ସହର ମୁହାଁ । ଆବଶ୍ୟକୀୟ ଖାଦ୍ୟ ନପାଇ ସେମାନେ ଜନବସତି ଆଡକୁ ମାଡି ଆସୁଛନ୍ତି । ଦୁଇ ଦିନ ତଳେ ଖୋର୍ଦ୍ଧା ସହର ଭିତରକୁ ହାତୀ ପଶି ଆସିଥିବା ବେଳେ ଜଟଣୀ ସହରରୁ କ୍ଷତାକ୍ତ ହରିଣ ଉଦ୍ଧାର ହୋଇଥିଲା। ଏବେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଗୋଡା ଓ କାଇପଦର ଅଞ୍ଚଳକୁ ଆସିଛନ୍ତି ୨୮ଟି ହାତୀଙ୍କ ପଲ । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ହାତୀ ପଲ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କୁ ଘଉଡାଇବାକୁ ଲୋକେ ଉଦ୍ୟମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular