spot_img

ଭାରସାମ୍ୟ ହରାଇ ଓଲଟିଲା ଆଳୁ ବୋଝେଇ ଟ୍ରକ୍

ଚାନ୍ଦବାଲି : ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟିଲା ଆଳୁ ବୋଝେଇ ଟ୍ରକ୍ । ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଭୟ ଡ୍ରାଇଭର ଏବଂ ହେଲପର ସୁରକ୍ଷିତ ଥିବା ଜଣାପଡିଛି । ଟ୍ରକଟି ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇକୁ ଯାଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular