ନୂଆଦିଲ୍ଳୀ: ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ନୂଆ ଡିନ ଭାବରେ ହାର୍ଭାର୍ଡ ବିଜନେଶ ସ୍କୁଲରେ ନିଯୁକ୍ତ ହେଲେ । ସେ ଜାନୁଆରୀ ୨ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ହାର୍ଭାର୍ଡ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ସେ ଆସୋସିଏସେଟ ଡିନ ଭାବରେ କାମ କରିଛନ୍ତି । ତେବେ ଶ୍ରୀକାନ୍ତ ଏହାର ୧୧ତମ ଡିନ ଭାବରେ ନିଯୁକ୍ତ ହୋଇଛନ୍ତି । ସୂଚନା ଅନୁସାରେ, ଶ୍ରୀକାନ୍ତ ଇଣ୍ଡିଆନ ଇନଷ୍ଟିଚ୍ୟୁୟୁଟ ଅଫ ମ୍ୟାନେଜମେଣ୍ଟରୁ ସ୍ନାତକ ହାସଲ କରି ୧୯୯୬ରେ ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ହୋଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0