ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢିବାରେ ଲିଗିଛି । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨ରୁ ‘ଜନ ସଚେତନତା ଅଭିଯାନ’ ଆରମ୍ଭ କରିଥିଲେ । ତେବେ ଆଜି ଭୁବନେଶ୍ୱର ସ୍ଥିତ ରାଜମହଲ ଛକ ଠାରେ ଅଲ ଓଡିଶା ବିପୁୟିଟି ଷ୍ଟୁଡେଣ୍ଟସ ପକ୍ଷରୁ ମାସ୍କ ବଣ୍ଟନ ସହ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0