spot_img

ବିଗବସର ପ୍ରଥମ ପ୍ରତିଯୋଗୀ ହେଲେ ଏହି କଳାକାର

ମୁମ୍ବାଇ: ଚଳିତ ବର୍ଷ ବିଗବସ ସିଜିନ ୧୪ର ପ୍ରଥମ ପ୍ରତିଯୋଗୀର ନାମ ଘୋଷଣା କରାଯାଇଛି । ତେବେ ନିକ୍କି ତମ୍ବୋଲି ବିଗବସର ପ୍ରଥମ ପ୍ରତିଯୋଗୀ ବୋଲି ସୋ’ର ହୋଷ୍ଟ ସଲମାନ ଖାନ ଗଣମାଧ୍ୟମକୁ ସ୍ଫଷ୍ଟ କରିଛନ୍ତି । ଅନ୍ୟପଟେ ତାଙ୍କର ପ୍ରତିଯୋଗୀ ପବିନା ପୁନିଆଙ୍କୁ ପଛରେ ପକାଇ ସେ ଚଳିତ ବର୍ଷ ବିଗବସର ପ୍ରଥମ ପ୍ରତିଯୋଗୀ ହୋଇଛନ୍ତି । ସୋ’ର ପ୍ରଥମ ପ୍ରତିଯୋଗୀ ହେବା ଦ୍ୱାରା ସେ ବିଗବସର ଠାରୁ ଅନେକ ସୁବିଧା ପାଇ ପାରିବେ । ଅନ୍ୟପଟେ ନିକ୍କି ପ୍ରଥମ ସପ୍ତାହରୁ ହିଁ ଭଲ ପ୍ରଦର୍ଶନ କରୁଥିବାର ବିଗବସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular