ମୁମ୍ବାଇ : ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍କ ‘ବଣ୍ଟି ଅର ବବଲି ୨’ । ଫିଲ୍କଟି ୟଶରାଜ ଫିଲ୍କ ପ୍ରଡକ୍ସନରେ ନିର୍ମିତ ହୋଇଛି । ଏଥିରେ ଲିଡ଼ ରୋଲରେ ନଜର ଆସିବେ ବଲିଉଡ଼ର ଛୋଟେ ନବାବ ସେଫଅଲି ଖାନ୍ ଓ ତାଙ୍କ ଅପଜିଟିରେ ନଜର ଆସିବେ ବଲିଡ଼ର ଚର୍ଚ୍ଚିତ ଅଭିନେତ୍ରୀ ରାଣି ମୁଖାର୍ଜୀ, ଫିଲ୍କରେ ନୂଆ କରି ବବଲି ଭୂମିକାରେ ନଜର ଆସିବେ ବଲିଉଡ଼ ନାୟିକା ଶବରୀ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0