ମୁମ୍ବାଇ: ଆରମ୍ଭ ହୋଇଛି ବିଗବସ ୧୪ର ଏଲିମିନେଶନ ରାଉଣ୍ଡ । ଆକ୍ସନ ମୋଡ଼ରେ ଅଛନ୍ତି ୩ ସିନିୟର । ୩ ସିନିୟର ଭାବେ ବିଗବସରେ ଏଣ୍ଟ୍ରି କରିଲେ ସିଦ୍ଧାର୍ଥ ଶୁକ୍ଳା, ହିନା ଖାନ ଏବଂ ଗୌର ଖାନ । ସିନିୟରଙ୍କ ଉପରେ ଛଡ଼ାଯାଇଥିଲା ଘରର ପୁରା ନିଷ୍ପତି।

ପ୍ରଥମ ଟାର୍ଗେଟରେ ଆସିଲେ ପଞ୍ଜାବ ସିଙ୍ଗର ସାରାଗୁର ପାଲ । ସାରାଗୁର ପାଲଙ୍କ କାଯ୍ୟରେ ଖୁସି ନଥିବା କହିଲେ ୩ ସିନିୟର।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0