spot_img

ଟ୍ରାଫିକ ପୋଷ୍ଟରେ ଯୁବକଙ୍କୁ ବାନ୍ଧି ପିଟିଲେ

କେନ୍ଦୁଝର: କେନ୍ଦୁଝରରେ କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ମାଡ଼ ମାରିଲେ ଲୋକ । ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କାଶୀପୁର ଗାଁରୁ ଛେଳି ଚୋରି କରିବାକୁ ଉଦ୍ୟମ କରୁଥିଲେ ଦୁଇ ଯୁବକ । ଗାଁ ଲୋକ ସେମାନଙ୍କୁ କାବୁ କରି କେନ୍ଦେଇପଶି ଗାଁର ଟ୍ରାଫିକ୍ ପୋଷ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛି । ଅନ୍ୟ ଦୁଇ ଜଣ ଯୁବକ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular