spot_img

ଦେଶରେ ଲଗାତାର ୫ ଦିନ ପାଇଁ ହ୍ରାସ ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା 

ନୂଆଦିଲ୍ଲୀ:ଲଗାତାର ପଂଚମ ଦିନ ପାଇଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ତଳକୁ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍ ରହିିଛି । ଗତ ୨୪ ଘଂଟାରେ ଦେଶରେ ୫୫ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୭୧ ଲକ୍ଷ ୭୫ ହଜାର ୮୮୦ରେ । ବର୍ତମାନ ସୁଦ୍ଧା ଦେଶରେ ୬୨ ଲକ୍ଷ ୨୭ ହଜାର ସୁସ୍ଥ ହୋଇ ସାରିଲେଣି । ଗତ ୨୪ ଘଂଟାରେ କରୋନା ୭୦୬ ଜଣଙ୍କ ଜୀବନ ନେଇଥିବା ବେଳେ ମୋଟ୍ ମୃତୁ୍ୟ ସଂଖ୍ୟା ପହଂଚିଛି ୧ ଲକ୍ଷ ୯ ହଜାର ୮୫୬ରେ । ବର୍ତମାନ ଦେଶରେ ୮ ଲକ୍ଷ ୩୮ ହଜାର ୭୨୯ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular