spot_img

ଆସନ୍ତା ବର୍ଷ ମିଳିବ କରୋନା ଟିକା: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆରମ୍ଭରେ ଦେଶବାସୀଙ୍କୁ ମିଳିବ କରୋନା ଟିକା । ଗୋଟିଏ ନୁହେଁ ଏକାଧିକ ଟିକା ଲୋକଙ୍କ ପାଖରେ ପହଂଚିଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ନୂଆ ଦିଲ୍ଲୀରେ ମନ୍ତ୍ରୀ ସ୍ତରୀୟ ବୈଠକରେ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । କରୋନା ଭାକ୍ସିନ ଆସିଗଲେ କିପରି ଖୁବ୍ କମ ସମୟ ଭିତରେ ସାରା ଦେଶରେ ଏହାର ବଂଟନ ହେବ ସେଥିପାଇଁ ବିଶେଷଜ୍ଞ ଦଳ ଯୋଜନା ପ୍ରସ୍ତୁତ କରୁଛନ୍ତିା ବର୍ତମାନ ଦେଶରେ ଦୁଇ ଡୋଜ୍ ଏବଂ ତିନି ଡୋଜ୍୍ ର ଭାକ୍ସିନ ପ୍ରସ୍ତୁତ ଚାଲିଛି । ସେରମ ଇନଷ୍ଟିଚୁ୍ୟଟ ଏବଂ ଭାରତ ବାୟୋଟେକ୍ ପକ୍ଷରୁ ଦୁଇ ଡୋଜ ବିିଶିଷ୍ଟ ଭାକ୍ସିନର ପ୍ରସ୍ତୁତି ଚାଲିଥିବା ବେଳେ ତିିନି ଡୋଜ୍ ବିଶିଷ୍ଟ ଭାକ୍ସିନ ତିଆରି କରୁଛି କ୍ୟାଡିଲା ହେଲ୍୍ଥ କେୟାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular