spot_img

କରୋନାରେ ସଂକ୍ରମିତ ହେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ଲିସବନ: ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ପର୍ତ୍ତୁଗାଲ ଫୁଟବଲ ମହାସଂଘ ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି । କରୋନା ସଂକ୍ରମଣ ଫଳରେ ଆସନ୍ତା ୟୁଏଫା ନେସନସ୍ ଲିଗରେ ସ୍ୱିଡ଼େନ ବିପକ୍ଷ ମ୍ୟାଚରେ ଖେଳିବେନି ରୋନାଲ୍ଡୋ । ବର୍ତ୍ତମାନ ରୋନାଲଡୋ ଜୁଭେଣ୍ଟସ ତରଫରୁ କ୍ଲବ ଫୁଟବଲ ଖେଳୁଥିବାର ସୂଚନା ମିଳିଛି । ଅନ୍ୟପଟେ ୩୫ ବର୍ଷୀୟ ରୋନାଲ୍ଡୋ ବର୍ତ୍ତମାନ ସଙ୍ଗରୋଧରେ ରହିଥିବା ନେଇ ପର୍ତ୍ତୁଗାଲ ଫୁଟବଲ ମହାସଂଘ ଗଣମାଧ୍ୟମକୁ ସ୍ଫଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular