spot_img

ଖାଦ୍ୟ ବିଷାକ୍ତୀକରଣରୁ ସୁସ୍ଥ ହୋଇ ଫେରିଲେ କ୍ରିସ ଗେଲ

ଦୁବାଇ: କିଙ୍ଗସ ଏକାଦଶ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଖାଦ୍ୟ ବିଷାକ୍ତୀକରଣରୁ ସୁୁସ୍ଥ ହୋଇ ଫେରିଛନ୍ତି । ଖାଦ୍ୟ ବିଷାକ୍ତୀକରଣରୁ ହେବା ଦ୍ୱାରା ଗେଲ ହସ୍ଫିଟାଲରେ ଭର୍ତ୍ତୀ ହୋଇଥିଲେ । ଏହା ସହ ଚଳିତ ବର୍ଷ ଆଇପିଏଲରେ ହାଇଦ୍ରାବାଦ ଓ କଲିକତା ବିପକ୍ଷ ମ୍ୟାଚରେ ଖେଳିପାରିନଥିଲେ । ତେବେ ଗେଲ ଆସନ୍ତା ରୟାଲ୍ସ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚରେ ଖେଳିବାର ସମ୍ଭାବନା ରହିଛି । ଏନେଇ ଦଳର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି । ତେବେ ଗେଲଙ୍କ ସୁସ୍ଥ ହେବା କଥା ପଞ୍ଜାବ ଦଳର ସାମାଜିକ ଗଣମାଧ୍ୟମରେ ଦେଖିବା ପାଇଁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular