spot_img

ବିପଦ ସଙ୍କେତ ଉପରେ ଋଷିକୁଲ୍ୟା

ଗଞ୍ଜାମ: ଲଗାଣ ବର୍ଷା ଯୋଗୁଁ ସତର୍କ ସଂକେତ ଡେଇଁଲା ଋଷିକୁଲ୍ୟା ନଦୀ । ଗଞ୍ଜାମ ପୁରୁଷୋତମପୁରରେ ସତର୍କ ସଙ୍କେତ ଡେଇଁଛି ନଦୀ । ନଦୀର ସତର୍କ ସଂକେତ ୧୫ ଦଶମିକ ୮୩ ଥିବାବେଳେ ବର୍ତ୍ତମାନ ଏହା ୧୬ ଦଶମିକ ୩୫ ରହିଛି । ଗତକାଲି ରାତି ଗୋଟାଏରେ ସତର୍କ ସଂକେତ ଡେଇଁଛି ଋଷିକୁଲ୍ୟା ନଦୀ । ତେଣୁ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular