ଆଫଗାନିସ୍ତାନ: ଭୟାନକ ବିମାନ ଦୁର୍ଘଟଣା । ମଙ୍ଗଳବାର ଆଫଗାନିସ୍ତାନରେ ବାୟୁସେନାର ୨ ଟି ହେଲିକପ୍ଟର ମଧ୍ୟରେ ଭୟାନକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ ଜଣଙ୍କ ମୃତୁ୍ୟ ହୋଇଥିବା ଅନେକ ଆହାତ ହୋଇଛନ୍ତି । ସୈନ ନେଇ ଯାଉଥିବା ବେଳେ ଦେଶର ଦକ୍ଷିଣ ହେଲମନ୍ଦର ନବା ଜିଲ୍ଲାରେ ଦୁର୍ଘଟଣା ଘଟିଛି ୨ ହେଲିକପ୍ଟର । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0