spot_img

ଚୀନକୁ ତାକତ ଦେଖାଇଲା ଜାପାନ

ବ୍ୟୁରୋ ରିପୋର୍ଟ: ସେପଟେ ଦକ୍ଷିଣଚୀନ ସାଗରରେ ଚୀନକୁ ତାକତ ଦେଖାଇଛି ଜାପାନ । ଦାଦାଗିରିି ଦେଖାଇ ସେନକାକୁ ଆଇଲ୍ୟାଣ୍ଡ ନିକଟରେ ଚୀନର ଦୁଇଟି ଜାହାଜ ଜାପାନ ଜଳସୀମାରେ ଅନୁପ୍ରବେଶ କରିଥିଲା । ତେବେ ଏହା ଜଣାପଡିବା ପରେ ଜାପାନ ନେଭି ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଜାପାନ ନେଭି ଚେତାବନୀ ଦେବା ପରେ ଘଟଣା ସ୍ଥଳରୁ ଫେରିବାକୁ ବାଧ୍ୟ ହୋଇଥିଲା ଚୀନ ଜାହାଜ ।…

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular