ବ୍ୟୁରୋ ରିପୋର୍ଟ: ନିର୍ବାଚନୀ ରାଲି ବେଳେ ଷ୍ଟେଜ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡ୍ୟାନ୍ସ । କରୋନାରୁ ସୁସ୍ଥ ହେବା ପରେ ପୁଣି ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ଟ୍ରମ୍ପ । ଗତକାଲି ଫ୍ଲୋରିଡାରେ ଏକ ଜନସମାବେଶକୁ ଟ୍ରମ୍ପ ଉଦବୋଧନ ଦେଇଥିଲେ ।ଷ୍ଟେଜକୁ ଉଠିବା ମାତ୍ରେ ଟ୍ରମ୍ପ ତାଙ୍କର ଟ୍ରେଡମାର୍କ ଡ୍ୟାନ୍ସ ଆରମ୍ଭ କରିଦେଇଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0