spot_img

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ଜଣେ ଆହତ

ରାୟଗଡା : ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା କାନ୍ଥ । ରାୟଗଡା ସହରର ନ୍ୟୁକଲୋନୀରେ କାନ୍ଥ ପଡି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ହେଲେ ବିରଞ୍ଚି ଶତପଥୀ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ ଥିବା କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular