ମୁମ୍ବାଇ: ରହସ୍ୟମୟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଫିଲ୍ମ ନିର୍ମାତା ଦିନେଶ ବିଜନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛିି । ତେବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣା ସହ ଜଡିତ କଳାଧନ ମାମଲାରେ ଏହି ଖାନ ତଲାସି କରାଯାଇଥିବାର ସୂଚନା ମିଳିଛି । ତେବେ ଏହା ପୂର୍ବରୁ ବିଜନଙ୍କୁ ଜେରା କରାଯାଇଥିବାର ସୂଚନା ମଳିଛି । ଅନ୍ୟପଟେ ବିଜନ ପ୍ରସିଦ୍ଧ ହିନ୍ଦି ଚଳଚ୍ଚିତ୍ର ‘ରାବତା’ର ନିର୍ଦେଶକ ଏବଂ ନିର୍ମାତା ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0