spot_img

ବିହାର ନିର୍ବାଚନ ଲଢିବେ ‘ଡୁପ୍ଲିକେଟ ମୋଦି’

ବିହାର: ଚଳିତ ବର୍ଷ ବିହାର ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି ମୋଦିଙ୍କ ଭଳି ଅବିକଳ ଦେଖାଯାଉଥିବା ଅଭିନନ୍ଦନ । ତେବେ ସେ ବିଧାୟକ ପଦ ପାଇଁ ନିର୍ବାଚନ ଲଢୁଥିବାର ସୂଚନା ମିଳିଛି । ସୂଚନା ଅନୁସାରେ, ଅଭିନନ୍ଦନ ହାଥୁଆ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟପଟେ ସେ ନରେନ୍ଦ୍ର ମୋଦିଙ୍କ କହିବା ଶୈଳୀକୁ ମଧ୍ୟ ଅବିକଳ ନକଲ କରି ତାଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛନ୍ତି । ଚଳିତ ବର୍ଷ ନିର୍ବାଚନ ଜିତିବା ପରେ ସେ ପାଟଣା ଯିବେ ଓ ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ୟମ କରିବେ ବୋଲି ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି । ଏହା ପୂର୍ବରୁ ସେ ଲୋକସଭା ନିର୍ବାଚନରେ ଲକ୍ଷ୍ମୌ ଆସନରୁ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି ଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular