ଭଞ୍ଜନଗର : ଲଜ ମାଲିକଙ୍କ ଘରୁ ଅଳଙ୍କାର ଚୋରି ଅଭିଯୋଗ। ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବେଲଗୁଣ୍ଠା ମେନ ରୋଡ଼ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି।ଲୋକନାଥ ଭବନ ଲଜ ମାଲିକ କାଳୁ ଚରଣ ପଣ୍ଡାଙ୍କ ଘରୁ ସୁନା, ରୂପା ଚୋରି ହୋଇଛି। ଚୋରି ହୋଇଥିବା ସୁନା, ରୂପାର ସଠିକ ଆକଳନ ହୋଇନାହିଁ। ଏହି ଚୋରି ଘଟଣାରେ ପୋଲିସ୍ ତଦନ୍ତ କରୁଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0