spot_img

ବଡଧରଣର ଆତଙ୍କବାଦୀ ହମଲା

ପାକିସ୍ତାନ: ପାକିସ୍ତାନର ଦକ୍ଷିଣପଶ୍ଚିମ ବାଲୋଚିସ୍ତାନରେ ବଡ଼ଧରରଣ ଆତଙ୍କବାଦୀ ହମଲା ହୋଇଛି। ଏହି ହମଲାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୧୫ ଜଣଙ୍କ ମଧ୍ୟରେ ୮ ଜଣ ଯବାନ ଓ ୭ ଜଣ ସଭିଲ ସିକ୍ୟୁରିଟିର ସଦସ୍ୟ ରହିଛନ୍ତି। ବାଲୋଚିସ୍ତାନର ଓରମାରା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ଓ ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନୀ ଲିଃର କନଭୟ କରାଚି ଯାଉଥିବା ବେଳେ ହଠାତ ୬ରୁ ୮ ଜଣ ଆତଙ୍କବାଦୀ ଏହାକୁ ଘେରି ଯାଇ ଅତର୍କିତ ଗୁଳି କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular