ନବରଙ୍ଗପୁର: ଜଣେ ବୃଦ୍ଧାଙ୍କ ଶବକୁ ତାଙ୍କ ପରିବାର ଲୋକେ ନିଜ ବାଡ଼ିରେ ପୋଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କିବେକୋଙ୍ଗା ଗ୍ରାମରେ। ଗ୍ରାମର ରଞ୍ଜନ ସରକାରଙ୍କ ମା’ ରେଣୁ ସରକାର ମୃତ୍ୟୁବରଣ କରିଥିବା ବେଳେ ଗ୍ରାମରେ ଥିବା ମଶାଣିରେ ସଂସ୍କାର କରିବାକୁ ମନା ହେବା ପରେ ନିଜ ବାଡ଼ିରେ ଶବଦାହ କରାଯାଇଥିଲା। ବ୍ୟକ୍ତିଗତ ଜାଗାରେ ମଶାଣି ରହିଥିବା ଦାବି କରି ଗ୍ରାମର କିଛି ଲୋକଙ୍କୁ ବ୍ୟବହାର ନିମନ୍ତେ ମନା କରାଯାଇଥିବା ସୂଚନା ମିଳିଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0